ଭୁବନେଶ୍ୱର,୨୯।୮(ଅସମାପିକା ସାହୁ): ଓଡିଶା ସିଭିଲ ସର୍ଭିସ-୨୦୨୩ର ପ୍ରିଲିମ୍ ପରୀକ୍ଷାର ତାରିଖ ଘୋଷଣା ହୋଇଛି। ଅକ୍ଟୋବର ୧୫ତାରିଖ ରବିବାର ଏହି ପ୍ରିଲିମ୍ ପରୀକ୍ଷା ଅନୁଷ୍ଠିତ ହେବ। ଏନେଇ ଓଡିଶା ଲୋକସେବା ଆୟୋଗ ଘୋଷଣା କରିଛି। ପରୀକ୍ଷାର ବିସ୍ତୃତ ବିବରିଣୀ ଆୟୋଗ ପରେ ଘୋଷଣା କରିବ ବୋଲି ସୂଚନା ଦେଇଛି।