Categories: ରାଜ୍ୟ

ଅଗଷ୍ଟ ୧୫ରେ ଓସିଏସ ପ୍ରିଲିମ୍‌

ଭୁବନେଶ୍ୱର,୨୯।୮(ଅସମାପିକା ସାହୁ): ଓଡିଶା ସିଭିଲ ସର୍ଭିସ-୨୦୨୩ର ପ୍ରିଲିମ୍‌ ପରୀକ୍ଷାର ତାରିଖ ଘୋଷଣା ହୋଇଛି। ଅକ୍ଟୋବର ୧୫ତାରିଖ ରବିବାର ଏହି ପ୍ରିଲିମ୍‌ ପରୀକ୍ଷା ଅନୁଷ୍ଠିତ ହେବ। ଏନେଇ ଓଡିଶା ଲୋକସେବା ଆୟୋଗ ଘୋଷଣା କରିଛି। ପରୀକ୍ଷାର ବିସ୍ତୃତ ବିବରିଣୀ ଆୟୋଗ ପରେ ଘୋଷଣା କରିବ ବୋଲି ସୂଚନା ଦେଇଛି।

Share