Categories: Video

Odia boy’s success in Bollywood । ବଲିଉଡରେ ପୁଣି ଓଡିଆ ପୁଅଙ୍କ କମାଲ୍

In this brand new episode of Cine Jhalak, we bring to you how Junior Bachchan proposed to Aishwarya Rai, fitness routine of Ollywood star Babushan, rumoured relationship of Neha Kakkar and Aditya Narayan and how Baahubali queen Anushka Shetty was crazy for a cricketer. Do watch!

ସିନେ ଝଲକର ଏହି ଏପିସୋଡରେ ଆମେ ଦେଖିବା ନେହା ଓ ଆଦିତ୍ୟଙ୍କ ବିବାହକୁ ନେଇ କଣ କହିଲେ ଭାଇ ଟୋନି କକ୍କର । ବାବୁସାନ ତାଙ୍କ ଫିଟନେସକୁ ନେଇ କଣ କହୁଛନ୍ତି । ଐଶ୍ବର୍ଯ୍ୟା ରାୟ ବଚ୍ଚନଙ୍କୁ କେମିତି ପ୍ରପୋଜ କରିଥିଲେ ଅଭିଷେକ ବଚ୍ଚନ । ଶେଷରେ ଦେଖିବା ବଲିଉଡରେ କେଉଁ ଓଡିଆ ପୁଅ କଲେ କମାଲ୍।