ଭୁବନେଶ୍ୱର,୩।୧(ବ୍ୟୁରୋ): ପରଲୋକରେ ବିଶିଷ୍ଟ ଫିଲ୍ମ ପ୍ରଯୋଜକ ତଥା ବରିଷ୍ଠ ସାମ୍ବାଦିକ ଆଳୟ ମହାନ୍ତି। ଚିକିତ୍ସାଧୀନ ଅବସ୍ଥାରେ ମଙ୍ଗଳବାର ୬୫ ବର୍ଷ ବୟସରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଶୂନ୍ୟ ସ୍ବରୂପ, ଆଶା ଏବଂ ଭୁଲ ବୁଝିବନି ଆଦି ଫିଲ୍ମର ସେ ପ୍ରଯୋଜକ ଥିଲେ। ଏଥିସହ ‘ହୀରାଖଣ୍ଡ’ରୁ ତାଙ୍କ ସାମ୍ବାଦିକତା କ୍ୟାରିଅର ଆରମ୍ଭ କରିଥିଲେ।