ଜମ୍ମୁ-କଶ୍ମୀର ପୋଲିସ ଡିଜି ହେଲେ ଜଣେ ଓଡ଼ିଆ, ଜାଣନ୍ତୁ ସେ କିଏ…

ଭୁବନେଶ୍ୱର,୭।୮: ଜମ୍ମୁ-କଶ୍ମୀର ପୋଲିସ ଡିଜି ହେଲେ ଓଡ଼ିଶାର ରଶ୍ମୀ ରଞ୍ଜନ ସ୍ବାଇଁ। ଏନେଇ ନେଇ ଗୃହ ମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

ରଶ୍ମୀ ରଞ୍ଜନ ସ୍ବାଇଁ ହେଉଛନ୍ତି AGMUT କ୍ୟାଡରର ୧୯୯୧ ବ୍ୟାଚର ଓ ଆଇପିଏସ। ସେପ୍ଟେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ସେ ଜମ୍ମୁ -କଶ୍ମୀର ପୋଲିସ ଡିଜି ଭାବେ କାର୍ଯ୍ୟ କରିବେ । ଏବେ ସେ ଜମ୍ମୁ-କଶ୍ମୀରର ଭାରପ୍ରାପ୍ତ ଡିଜିପି ଭାବେ କାର୍ଯ୍ୟରତ ଅଛନ୍ତି।

Share