ଭୁବନେଶ୍ୱର, ୬।୮(ବ୍ୟୁରୋ): ମହାକାରୀ କରୋନାରୁ ଗୁରୁବାର ୧୧୫୦ଜଣ ସୁସ୍ଥ ହୋଇଛନ୍ତି। ଏମାନଙ୍କୁ ମିଶାଇ ଆଜି ସୁଦ୍ଧା ରାଜ୍ୟରେ ୨୬,୮୮୭ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ୍କରି ସୂଚନା ଦିଆଯାଇଛି। ତେବେ ଆରୋଗ୍ୟ ହୋଇଥିବା କରୋନା ଆକ୍ରାନ୍ତଙ୍କ ଭିତରୁ ସର୍ବାଧିକ ଗଞ୍ଜାମ ଜିଲାରୁ ୨୯୦ଜଣ ରହିଛନ୍ତି।
Another 1150 #COVID19 patients have recovered and are being discharged on 6.8.2020
290 from Ganjam
197 from Khurdha
121 from Rayagada
76 from Sundergarh
47 from Jajpur
45 from Koraput
44 from Cuttack
40 from Puri
35 from Nayagarh
33 from Keonjhar
25 from Balasore— H & FW Dept Odisha (@HFWOdisha) August 6, 2020
25 from Kalahandi
24 from Mayurbhanj
23 from Sambalpur
22 from Bolangir
15 from Bhadrak
14 from Kandhamal
11 from Jagatsinghpur
11 from Kendrapara
10 from Malkangiri
8 from Nuapada
7 from Baragarh
6 from Dhenkanal
5 each from Angul & Sonepur— H & FW Dept Odisha (@HFWOdisha) August 6, 2020