Categories: ବାଣିଜ୍ୟ

କାମଚଳା ବଜେଟ: ୧ ଟଙ୍କାର ଆୟ, ୧ ଟଙ୍କାର ବ୍ୟୟ

ଭୁବନେଶ୍ୱର,୯ା୨: ରାଜ୍ୟର ନିଜସ୍ବ ଟିକସ: ୨୩.୧୪% (୫୯,୦୦୦ କୋଟି)
ରାଜ୍ୟର ନିଜସ୍ବ ଅଣ-ଟିକସ: ୨୧.୯୬% (୫୬,୦୦୦ କୋଟି)
ଅଂଶଧନ ବାବଦ ଟିକସ: ୨୧.୬୬% (୫୫,୨୩୧.୭୬ କୋଟି)
ଅନ୍ୟାନ୍ୟ ସୂତ୍ରରୁ ଋଣ: ୧୫.୫% (୩୯,୫୧୫ କୋଟି)
କେନ୍ଦ୍ରଠାରୁ ମିଳୁଥିବା ଅନୁଦାନ:୧୩.୨୪% (୩୩,୭୬୮.୨୪ କୋଟି)
ପ୍ରୋଭିଡେଣ୍ଟ ଫଣ୍ଡ, ଅନ୍ୟାନ୍ୟ ଫଣ୍ଡ ଏବଂ ଜମା (ନେଟ୍‌)- ୪.୩୧% (୧୧,୦୦୦ କୋଟି)
ଋଣ ଏବଂ ଅଗ୍ରିମ ଆଦାୟ-୦.୧୯% (୪୮୫ କୋଟି)

ଦରମା, ପେନ୍‌ସନ ଓ ଅନ୍ୟାନ୍ୟ ରାଜସ୍ବ ବ୍ୟୟ: ୫୭.୯୮% (୧,୪୭,୮୫୬.୫୮ କୋଟି)
ପୁଞ୍ଜି କ୍ଷେତ୍ରରେ ବ୍ୟୟ (ଋଣ ବାବଦ ଦେୟ ଫେରସ୍ତ ବ୍ୟତିରେକ): ୨୪.୭୭% (୬୩,୧୬୧.୯ କୋଟି)
ଋଣ ବାବଦ କିସ୍ତି ପ୍ରଦାନ: ୮.୯୩% (୨୨,୭୬୫.୫ କୋଟି)
ଋଣର ସୁଧ ପରିଶୋଧ: ୨.୯୭% (୭୫୬୬ କୋଟି)
ରାଜ୍ୟରୁ ସ୍ଥାନାନ୍ତର ବାବଦ ଦେୟ: ୨.୯୮% (୭,୬୦୦ କୋଟି)
ବିପର୍ଯ୍ୟୟ ପ୍ରଶମନ ପାଣ୍ଠି: ୧.୫୩% (୩,୯୦୦ କୋଟି)
ଋଣ ବିତରଣ (ପ୍ରଶାସନିକ): ୦.୮୪% (୨,୧୫୦.୦୧ କୋଟି)

Share