Categories: ଖେଳ

ଓଡ଼ିଶା ଦିବ୍ୟାଙ୍ଗ ଟି୨୦ କ୍ରିକେଟ ଦଳ

ଭୁବନେଶ୍ୱର,୧୮ା୯(ସରୋଜ ଜେନା): ଜାତୀୟ ସ୍ତରୀୟ ଦିବ୍ୟାଙ୍ଗ ଟି୨୦ କ୍ରିକେଟ ଟୁର୍ନାମେଣ୍ଟ ପାଇଁ ଓଡ଼ିଶା ଦଳ ଘୋଷଣା ହୋଇଛି। ରାଜସ୍ଥାନର ଉଦୟପୁରଠାରେ ସେପ୍ଟେମ୍ବର ୨୮ରୁ ଅକ୍ଟୋବର ୮ ପର୍ଯ୍ୟନ୍ତ ଏହି ଟୁର୍ନାମେଣ୍ଟ ଖେଳାଯିବ। ଏଥିରେ ୨୫ ରାଜ୍ୟ ଅଂଶଗ୍ରହଣ କରିବେ।
ଓଡ଼ିଶା ଦଳ: ରାଖାଲ କୁମାର ସେଠୀ(ଅଧିନାୟକ), ଭରତ ଚେତନ ପଣ୍ଡା(ଉପ ଅଧିନାୟକ), ବଳରାମ ବସ୍ତିଆ(ଉଇକେଟ କିପର), ଅକ୍ଷୟ କୁମାର ସାହୁ, ଉଦିତ ହରପାଲ, ଜଗଜିତ ମହାନ୍ତି, ବଳରାମ ପଣ୍ଡା, ମନୋଜ ରାଓ, ଏମ୍‌.ଡି. ସୋହେଲ ଖାନ୍‌, ଦେବେନ୍ଦ୍ର ମେହେର, ପ୍ରଫୁଲ୍ଲ ତରାଟ, ବିକାଶ ହାତୀ, ମୁନା ମହାପାତ୍ର, ବାଦଲ କୁମାର ବାରିକ, ରାଜେଶ ସାହୁ। କୋଚ୍‌: ଏମ୍‌.ଡି.ଆରିଫ୍‌ ହୁସେନ୍‌।

Share