୭ ଅଫିସରଙ୍କୁ ବାଧ୍ୟତାମୂଳକ ଅବସର

ଭୁବନେଶ୍ୱର,୫।୧(ବ୍ୟୁରୋ): ଦୁର୍ନୀତି ଓ ଅପାରଗତାକୁ ନେଇ ୭ ଅଫିସରଙ୍କୁ ବାଧ୍ୟତାମୂଳକ ଅବସର ଦେଇଛନ୍ତି ରାଜ୍ୟ ସରକାର। ସେମାନଙ୍କ ମଧ୍ୟରେ ଜଣେ କମାଣ୍ଡାଣ୍ଟ, ଡିଏସ୍‌ପି, ଡେପୁଟି କମାଣ୍ଡାଣ୍ଟ, ୨ ଜଣ ଖଣି ଅଧିକାରୀ, ଜଣେ ସିଡିପିଓ ଅଛନ୍ତି। ଜେଲ ଡିଆଇଜି ଗୋପବନ୍ଧୁ ମଲ୍ଲିକଙ୍କ ସହ ୭ଜଣଙ୍କୁ ଅବସର ଦିଆଯାଇଥିବା ସୂଚନା ମିଳିଛି। ତେବେ ବର୍ଷକ ମଧ୍ୟରେ ରାଜ୍ୟ ସରକାର ୧୧୦ଜଣଙ୍କୁ ବାଧ୍ୟତାମୂଳକ ଅବସର ଦେଇସାରିଛନ୍ତି।

Share