ଭାବି ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ପ୍ରଥମ ପ୍ରତିକ୍ରିୟା, କହିଲେ…

ଭୁବନେଶ୍ୱର,୧୧।୬: ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ ଭାବେ କେନ୍ଦୁଝର ବିଧାୟକ ମୋହନ ଚରଣ ମାଝୀଙ୍କ ଉପରେ ମୋହର ମାରିଛି ଭାଜପା। ଏନେଇ ମଙ୍ଗଳବାର ବିଧାୟକ ଦଳ ବୈଠକରେ ନିଷ୍ପତ୍ତି ନିଆଯିବା ପରେ ଖବରଦାତା ସମ୍ମିଳନୀରେ ଘୋଷଣା କରାଯାଇଛି। ତେବେ ମୁଖ୍ୟମନ୍ତ୍ରୀ ଭାବେ ଘୋଷଣା ହେବା ପରେ ମୋହନ ପ୍ରତିକ୍ରିୟା ରଖି ଓଡ଼ିଶାକୁ ଏକ ନମ୍ବର ରାଜ୍ୟରେ ପରିଣତ କରିବାକୁ ସଂକଳ୍ପ ନେଇଥିବା କହିଛନ୍ତି।

ମାଝୀ କହିଛନ୍ତି, ପ୍ରଥମେ ମହାପ୍ରଭୁ ଜଗନ୍ନାଥଙ୍କୁ ପ୍ରଣାମ ଜଣାଉଛି। ସାଢେ ୪ କୋଟି ଓଡ଼ିଆ ଯେଉଁମାନେ ଦୁର୍ନୀତି,ଭ୍ରଷ୍ଟାଚାର ବିରୋଧରେ ସ୍ବର ଉତ୍ତୋଳନ କରିବାକୁ ଏବଂ ରାଜ୍ୟରେ ପରିବର୍ତ୍ତନ ଆଣିିବାକୁ ଆମକୁ ବାଛିଛନ୍ତି, ସେମାନଙ୍କୁ ଧନ୍ୟବାଦ ଦେଉଛି। ଏହାଛଡ଼ା ପ୍ରଧାନମନ୍ତ୍ରୀ ମୋଦିଙ୍କୁ ମଧ୍ୟ ଧନ୍ୟବାଦ ଜଣାଉଛି। ତାଙ୍କୁ ସାରା ଓଡ଼ିଶାର ଲୋକେ ଭଲ ପାଉଥିଲେ। ସେ ଆମକୁ ନିଶ୍ଚିତ ଭାବେ ସରକାର ଗଢ଼ିବୁ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଶେଷଶରେ ଓଡ଼ିଶାରେ ଭାଜପା ସରକାର ଗଢ଼ିଛି। ଏବେ ଓଡ଼ିଶାକୁ ଭାରତରେ ଏକ ନମ୍ବର ରାଜ୍ୟରେ ପରିଣତ କରିବାକୁ ଆଜିଠାରୁ ସଂକଳ୍ପ ନେଉଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଠିକାଦାରଙ୍କୁ ଗୁଳିମାଡ଼

ରାଉରକେଲା,୨୨।୨(ସଙ୍ଗୀତା ଜେନା): ରାଉରକେଲା ପୋଲିସ ଜିଲା ସେକ୍ଟର-୩ ଥାନା ଅଧୀନ ସେକ୍ଟର-୪ ପୋଷ୍ଟ ଅଫିସ ନିକଟରେ ଶନିବାର ଜଣେ ଠିକାଦାରଙ୍କୁ ଗୁଳିମାଡ଼ ହୋଇଛି। ସେ ହେଲେ...

ମୋ ବସ୍‌ରେ ଲାଗିଲା ନିଆଁ: ଅଣନିଃଶ୍ୱାସୀ ହୋଇ ଝରକା ବାଟେ ବାହାରିଲେ ଯାତ୍ରୀ

କଟକ,୨୨।୨: ପୁଣି ମୋ ବସ୍‌ରେ ଘଟିଛି ଅଘଟଣ। କଟକ ଜିଲା ଜଗତପୁର ଥାନା ଅଧୀନ ବିରୂପା ବ୍ୟାରେଜ ନିକଟରେ ଶନିବାର ଏକ ମୋ ବସ୍‌ରେ ଅଚାନକ...

ଜାମିନ୍‌ରେ ଆସିଥିବା ପୁଅ ହତ୍ୟାକାରୀଙ୍କୁ ମରଣାନ୍ତକ ଆକ୍ରମଣ: ମା’ବାପା, ଝିଅ ଗିରଫ

ରାଉରକେଲା,୨୨ା୨(ସଙ୍ଗୀତା ଜେନା) ରାଉରକେଲା ପ୍ଲାଣ୍ଟସାଇଟ୍‌ ଥାନା ଅନ୍ତର୍ଗତ ଟିମ୍ବରକଲୋନୀର ଜଣେ ଯୁବକ ଶମ୍ଭୁନାଥ ଘଡେଇ(୨୭)ଙ୍କୁ ତାଙ୍କ ସାଙ୍ଗମାନେ କୋରାପୁଟ ବୁଲାଇନେଇ ହତ୍ୟା କରିଥିବା ୨୦୨୩ ନଭେମ୍ବର...

ସମ୍ବିଧାନର ସୁରକ୍ଷା ପାଇଁ ଲଢ଼େଇ ଦରକାର

ବରଗଡ଼,୨୨।୨(ପ୍ରେମାନନ୍ଦ ଖମାରୀ)-ବରଗଡ଼ସ୍ଥିତ ବିଜୁ ପଟ୍ଟନାୟକ ଟାଉନ ହଲରେ ଶନିବାର ରାଜୀବ ଗାନ୍ଧୀ ପଞ୍ଚାୟତିରାଜ ସଙ୍ଗଠନ ପକ୍ଷରୁ ସର୍ବୋଦୟ ସଂକଳ୍ପ ଶିବିର ଅନୁଷ୍ଠିତ ହୋଇଛି। ଏହି ଅବସରରେ...

ଜାତୀୟସ୍ତରୀୟ କବାଡିରେ ବରଗଡ଼ର ଖେଳାଳି

ବରଗଡ଼,୨୨ା୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାର ଉପାନ୍ତ ଅମ୍ବାଭୋନା ବ୍ଲକ ଉତ୍ତମ ପଞ୍ଚାୟତ ଅନ୍ତର୍ଗତ ଲେଲେହେର ଗ୍ରାମର ଜୟନ୍ତ ସାହୁ(20) ଜାତୀୟସ୍ତରୀୟ କବାଡ଼ି ପ୍ରତିଯୋଗିତାରେ ଖେଳିବା ପାଇଁ ମନୋନୀତ...

ପୁଣି ଟ୍ରେନ୍‌ ଦୁର୍ଘଟଣା: ନ୍ୟୁଜଲପାଇଗୁଡି ଏକ୍ସପ୍ରେସ୍‌ ଟ୍ରେନରୁ ଖସିପଡ଼ିଲା ବ୍ୟାଟେରି

ସୋର,୨୨।୨(ଜନ୍ମେଜୟ ମିଶ୍ର): ବାଲେଶ୍ୱର ଜିଲା ସୋର ଷ୍ଟେଶନ ନିକଟ ସର୍ବରା ଷ୍ଟେଶନର କିଛି ଦୂରରେ ଶନିବାର ନ୍ୟୁଜଲପାଇଗୁଡି ଏକ୍ସପ୍ରେସ୍‌ ଟ୍ରେନ୍‌ ଦୁର୍ଘଟଣାଗ୍ରସ୍ତ ହୋଇ ଲାଇନ୍‌ଚ୍ୟୁତ ହୋଇଛି।...

Shaktikanta Das: ପିଏମଓ କାର୍ଯ୍ୟାଳୟରେ ୨ ଓଡ଼ିଆ ଅଫିସର, ଓଡ଼ିଶା ପାଇଁ କ’ଣ ହେବ ଫାଇଦା

ଭୁବନେଶ୍ୱର,୨୨।୨:ଶକ୍ତିକାନ୍ତ ଦାସଙ୍କୁ ମିଳିଲା ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ। ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରମୁଖ ସଚିବ-୨ ହେଲେ ଶକ୍ତିକାନ୍ତ। ଏନେଇ କେନ୍ଦ୍ର କ୍ୟାବିନେଟ ଆପଏଣ୍ଟମେଣ୍ଟ କମିଟି ପକ୍ଷରୁ ମଞ୍ଜୁରୀ ମିଳିଛି।...

KIIT ଘଟଣା: ନେପାଳ ବୈଦେଶିକ ବ୍ୟାପାର ମନ୍ତ୍ରୀଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୨।୨: KIIT ଘଟଣା ସମ୍ପର୍କରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶନିବାର ନେପାଳର ବୈଦେଶିକ ବ୍ୟାପାର ମନ୍ତ୍ରୀ ଆର୍ଜୁ ରାନା ଦେଉବାଙ୍କ ସହ ଫୋନ ଯୋଗେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image