Categories: Video

ବାତ୍ୟା ପାଇଁ ଲକଡାଉନ କୋହଳ

ମାଡି ଆସୁଛି ବାତ୍ୟା ୟାସ୍। ଆସନ୍ତା ୨୬ ତାରିଖ ମଧ୍ୟାହ୍ନରେ ପାରାଦୀପ ଓ ସାଗର ଦ୍ୱୀପ ମଧ୍ୟରେ ଲ୍ୟାଣ୍ଡଫଲ କରିବ ବୋଲି ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି। ଏହି ବାତ୍ୟାକୁ ଦୃଷ୍ଟିରେ ରଖି ୧୦ଟି ଜିଲାରେ ଆଜି ଲକଡାଉନ କୋହଳ କରାଯାଇଛି।