ଓଡ଼ିଶା: ଆଜିର ଫଟୋ ( ଜୁଲାଇ ୯, ୨୦୨୦)

ଗୁରୁବାର ବ୍ରହ୍ମପୁରରେ ସଟ ଡାଉନର ଦୃଶ୍ୟ

କଟକ ର ରାଣୀହାଟ ତାଳଦଣ୍ଡା କେନାଲ ରୋଡ ପାଖରେ ବାଉଁଶ ଶିଳ୍ପୀମାନେ ବିଭିର୍ଣ୍ଣ ସାମଗ୍ରୀ ତିଆରି କରୁଛନ୍ତି

ବ୍ରହ୍ମପୁର ରେ ଡୋର ଟୁ ଡୋର ଡାକ୍ତର, ଆଶା କର୍ମୀ ଓ ଅଙ୍ଗନବାଡି କର୍ମୀଙ୍କ ଦ୍ୱାରା ସ୍ଵାସ୍ଥ୍ୟ ପରୀକ୍ଷା ପ୍ରକ୍ରିୟା କରାଯାଉଛି।

କଟକ ମହାନଦୀ ଯୋବ୍ରା ପାଖରେ ମାଛ ଧାରା ଜାଲ ତିଆରି କରା ଯାଉଛି