ଓଡ଼ିଶା: ଆଜିର ଫଟୋ (ଜୁଲାଇ ୨୬, ୨୦୨୧)

ଭୁବନେଶ୍ୱର ର ନୟାପଲ୍ଲୀ ର ରାସ୍ତାକଡ଼ରେ ଜଣେ ମହିଳା ଟ୍ରାଡିସନାଲ ତାୱା ବିକୁଛନ୍ତି

 

ଶ୍ରେଣୀକୁ କୁ ଯିବା ପୂର୍ବରୁ ହାତକୁ ସାନିଟାଇଜର କରି ଯାଉଥିବା ଶୈଳବାଳା ସ୍ବୟଂଶାସିତ ମହିଳାମହାବିଦ୍ୟାଳୟ ର ଛାତ୍ରୀ ମାନେ

ତୁଳସୀପୁର ଡ଼ିଅରପାର୍କ ବିଜୁପଟନାୟକଘାଟ ମହାନଦୀରେ ପ୍ରବାହିତ ବନ୍ୟାଜଳ ମଧ୍ୟ ରେ ଡଙ୍ଗା ଚଳାଇ ଆସବାପତ୍ର ନେଇ ଫେରୁଥିବା ବ୍ୟକ୍ତି