ଓଡ଼ିଶା: ଆଜିର ଫଟୋ (ନଭେମ୍ବର ୧୧, ୨୦୨୦)

ଭୁବନେଶ୍ୱର ୟୁନିଟ୍‍-୧ ହାଟରେ କାଉଁରି କାଠି ବିଡା ବିକୁଛନ୍ତି ବ୍ୟବସାୟୀ

କଟକ ସିଡିଏ ସ୍ଥିତ ଏକ ଉଦ୍ୟାନ ପରିସରରେ ଏଣ୍ଡୁଅ

କଟକ ସିଡିଏରେ ସୁସଜ୍ଜିତ ଆଲୋକମାଳାରେ ଶୋଭା ପାଉଛି ନବ ନିର୍ମିତ ଇନକମ ଟ୍ୟାକ୍ସ ଆପେଲେଟ ଟ୍ରିବୁନାଲ ଅଫିସ (କଟକ ବେଞ୍ଚ)

ବିଏମସି ଓ ପୋଲିସ୍ କର୍ମଚାରୀ ରାଜଧାନୀ ରେଳଷ୍ଟେସନ ନିକଟସ୍ଥ ଅସ୍ଥାୟୀ ଦୋକାନଗୁଡିକ ଉଚ୍ଛେଦ କରୁଛନ୍ତି