ଓଡ଼ିଶା: ଆଜିର ଫଟୋ (ନଭେମ୍ବର ୧୩, ୨୦୨୦)

କଟକର ବିଭିନ୍ନ ପୂଜାମଣ୍ଡପରେ ଅନୁଷ୍ଠିତ ଶ୍ୟାମାକାଳୀ ପୂଜା

 

ଧନତେରସ ଅବସରରେ ଅଳଙ୍କାର ଦୋକାନରେ ମୂଲ୍ୟବାନ ଧାତୁ କିଣୁଛନ୍ତି ଗ୍ରାହକ

 

ପିତୃପୁରୁଷ ଓ ଶହୀଦମାନଙ୍କ ଉଦେଶ୍ୟରେ କଟକ ଖାନନଗରସ୍ଥିତ ସ୍ୱର୍ଗଧାମ ଠାରେ ସମୂହ ଦ୍ୱୀପ ଦାନ

 

ଧନତେରସ ଓ ଦୀପାବଳି ଅବସରରେ ଭୁବନେଶ୍ୱରର ଜନପଥ ଠାରେ ଜନଗହଳି