ଓଡ଼ିଶା: ଆଜିର ଫଟୋ (ଅକ୍ଟୋବର ୧୩, ୨୦୨୦)

ଭୁବନେଶ୍ୱର ପାଣ୍ଡରାରେ ମା’ ଦୁର୍ଗାଙ୍କ ପ୍ରତିମା ଗଢୁଛନ୍ତି ଶିଳ୍ପୀ

ଲଘୁଚାପ ବର୍ଷା ଯୋଗୁଁ ଜଳମଗ୍ନ ହୋ‍ଇଛି ବ୍ରହ୍ମପୁର ସହର

କଟକ ମାଲଗୋଦାମ ରାସ୍ତାରେ ଟ୍ରଲିଚାଳକ ମାନୁନାହାନ୍ତି ସାମାଜିକ ଦୂରତା

ବର୍ଷା ଯୋଗୁଁ କଟକ ତାଳଦଣ୍ଡା କେନାଲ ରୋଡ ଶୂନଶାନ

ବ୍ରହ୍ମପୁର ନିମଖଣ୍ଡିରେ ମାଛ ଧରୁଛନ୍ତି କେଉଟ