ଓଡ଼ିଶା: ଆଜିର ଫଟୋ (ସେପ୍ଟେମ୍ବର ୧୬, ୨୦୨୦)

ରାଜଧାନୀରେ ଜୟଦେବ ବିହାରସ୍ଥିତ ବିଶ୍ୱକର୍ମା ମନ୍ଦିରରେ ବିଶ୍ୱକର୍ମା ପୂଜା

କଟକ କ୍ୟାଣ୍ଟନମେଣ୍ଟ ରୋଡ୍‌ରେ ବିଶ୍ୱକର୍ମା ପୂଜା

ମା’ ବାସନ୍ତୀ ଦୂର୍ଗାଙ୍କ କୁମାରୀ ବେଶ

ମା’ ଝାଞ୍ଜିରୀମଙ୍ଗଳାଙ୍କ ବୈଷ୍ଣବୀ ବେଶ

 

 

ରାଜଧାନୀରେ ଝିପିଝିପି ବର୍ଷା