ଓଡ଼ିଶା: ଆଜିର ଫଟୋ (ଅକ୍ଟୋବର ୨୭, ୨୦୨୦)

କଟକର ବିଭିନ୍ନ ସ୍ଥାନରେ ମା’ ଦୁର୍ଗାଙ୍କ ପ୍ରତିମା ବିସର୍ଜନ କରାଯାଉଛି

କଟକ ମହାନଦୀ ଗଡଗଡିଆ ଘାଟରେ ମହିଳାମାନେ ପାଳନ କରୁଛନ୍ତି ସିନ୍ଦୂରଖେଳ ବିଧି

ଭୁବନେଶ୍ୱର କୁଆଖାଇ ନଦୀରେ ବେଆଇନ୍‍ ବାଲିଚାଲାଣ

ଭୁବନେଶ୍ୱର କୁଆଖାଇ ନଦୀରେ ମାଛ ଧରୁଛନ୍ତି କେଉଟ