ଓଡ଼ିଶା: ଆଜିର ଫଟୋ (ସେପ୍ଟେମ୍ବର ୨୯, ୨୦୨୦)

ଭୁବନେଶ୍ୱର ରାଜମହଲ ଓଭରବ୍ରିଜ୍‍ ଉପରେ ଲାଗିଥିବା ଷ୍ଟ୍ରିଟ୍‌ଲାଇଟ୍‌କୁ ମରାମତି କରାଯାଉଛି

ରାଜଧାନୀ ବିଜେବି କଲେଜରେ ଛାତ୍ରୀଛାତ୍ରମାନେ ଯୁକ୍ତ ୩ରେ ଆଡମିସନ୍‍ କରୁଛନ୍ତି

ବିଧାନସଭା ମୌସୁମୀ ଅଧିବେଶନକୁ ଯାଉଥିବା ସାମ୍ବାଦିକମାନଙ୍କୁ ଚେକିଂ କରୁଛି ପୋଲିସ

ବିଧାନସଭା ମୌସୁମୀ ଅଧିବେଶନ ଆରମ୍ଭରେ ବାଚସ୍ପତିଙ୍କୁ ସମ୍ବର୍ଦ୍ଧନା ଦିଆଯାଉଛି

କଟକ ଶିଶୁଭବନ ଆହାରକେନ୍ଦ୍ରରେ ଲୋକମାନେ ସାମାଜିକ ଦୂରତା ମାନୁନାହାନ୍ତି