ଓଡ଼ିଶା: ଆଜିର ଫଟୋ (ଅକ୍ଟୋବର ୩୧, ୨୦୨୦)

କୁମାରପୂର୍ଣ୍ଣିମା ଅବସରରେ ଆଞ୍ଜୁଳି ଟେକୁଛନ୍ତି ବାଳିକା

ଭୁବନେଶ୍ୱର ବିଭିନ୍ନ ପୂଜାମଣ୍ଡପରେ ଗଜଲକ୍ଷ୍ମୀ ପୂଜା

ରାଜଧାନୀ ପ୍ରଦର୍ଶନୀ ପଡିଆ ପାର୍ଶ୍ୱରେ ଖେଳଣା ଦେଖୁଛନ୍ତି ଜଣେ ବାଳିକା

କଟକ ଅଲିଶାବଜାର ଅଞ୍ଚଳରେ ଚାନ୍ଦ ବନ୍ଦାପନା

ଭୁବନେଶ୍ୱରରେ ଚାନ୍ଦ ବନ୍ଦାପନା