ଓଡ଼ିଶା: ଆଜିର ଫଟୋ (ନଭେମ୍ବର ୩, ୨୦୨୦)

କଟକ ରିଙ୍ଗବନ୍ଧ ରାସ୍ତାରେ ଶିଶୁକୁ ସାଇକେଲରେ ବସାଇ ନେଉଛନ୍ତି ମହିଳା

କଟକ ଖପୁରିଆ ଛକରେ ସିଏମସି ପକ୍ଷରୁ ଜବରଦଖଲ ଉଚ୍ଛେଦ

ଭୁବନେଶ୍ୱର ଓୟୁଏଟି ଫାର୍ମହାଉସରେ କାମକରୁଛନ୍ତି ଶ୍ରମିକ

ବିଏମ୍‌ସି ପକ୍ଷରୁ ଭୁବନେଶ୍ୱର ପାତ୍ରପଡାରେ ବେଆଇନ୍‍ ଘର ଉଚ୍ଛେଦ