ଓଡ଼ିଶା: ଆଜିର ଫଟୋ (ଅକ୍ଟୋବର ୧୫, ୨୦୨୦)

ଅନୁଗୁଳ ସହରରେ ବର୍ଷା ପାଣି ବୁନ୍ଦା ବୁଢ଼ିଆଣୀ ଜାଲ ଉପରେ ପଡି ଜାଲଟି ହୀରା ପରି ଝଲସି ଉଠୁଛି

ଜଣେ ଶିଶୁ ତାଙ୍କର ଦୃଷ୍ଟିହୀନ ପିତାମାତାଙ୍କୁ ଭୁବନେଶ୍ୱରର ସତ୍ୟ ନଗର ଠାରେ ରାସ୍ତା ପାର କରିବାରେ ସାହାଯ୍ୟ କରୁଛି

 

ପ୍ରବଳ ବର୍ଷା ମଧ୍ୟରେ ଭୁବନେଶ୍ୱରର ବମିଖଲ-ରସୁଲଗଡ ରାସ୍ତାର ଜଳସ୍ତର