ଓଡ଼ିଶା: ଆଜିର ଫଟୋ (ନଭେମ୍ବର ୪, ୨୦୨୦)

ଭୁବନେଶ୍ୱର ଉପକଣ୍ଠ ଏକ ଗଛରେ ଖାଦ୍ୟ ଅନ୍ୱେଷଣରେ ବସିଛନ୍ତି ଚିଲ ପକ୍ଷୀ

 

ଭୁବନେଶ୍ୱର ସଚିବାଳୟ ମାର୍ଗରେ ପାଣି ସଂଗ୍ରହ କରି ଫେରୁଛନ୍ତି ମହିଳା

 

ପାଇପ ଫାଟିବା ଯୋଗୁଁ ଭୁବନେଶ୍ୱର ଜିଜିପି କଲୋନୀକୁ ସଂଯୋଗ କରୁଥିବା ରାସ୍ତାରେ ପାଣି

 

ଭୁବନେଶ୍ୱର ଓୟୁଏଟି ଫାର୍ମରେ ପକ୍ଷୀଙ୍କ ବିଚରଣ