ଓଡ଼ିଶା: ଆଜିର ଫଟୋ (ନଭେମ୍ବର ୨, ୨୦୨୦)

କରୋନା ଭାଇରସ୍‌ ମହାମାରୀ ଯୋଗୁଁ ଦୀର୍ଘ ସମୟ ଧରି ବନ୍ଦ ହେବା ପରେ ବିଏମସି ‘ଆହାର ଆଉଟଲେଟ୍’ ଖୋଲିଲା

କଟକସ୍ଥିତ ବାଲୁ ବଜାର ସ୍କୋୟାର ରେ ଟ୍ରାଫିକ୍ ସମସ୍ୟା ଦ୍ରୁତ ଗତିରେ ବଢିଚାଲିଛି

ଜଣେ ଦୋକାନୀ ଆଗାମୀ ଲକ୍ଷ୍ମୀ ପୂଜା ପାଇଁ ଲକ୍ଷ୍ମୀ ଏବଂ ଗଣେଶ ମୂର୍ତ୍ତି କରିବାରେ ବ୍ୟସ୍ତ