ଓଡ଼ିଶା: ଆଜିର ଫଟୋ (ଡିସେମ୍ବର ୨୪ , ୨୦୨୦)

ଭୁବନେଶ୍ୱରର ବିଜୁ ପଟ୍ଟନାୟକ ବିମାନବନ୍ଦରରେ ଯାତ୍ରୀଙ୍କ କୋଭିଡ ପରୀକ୍ଷା କରାଯାଉଛି

କଟକର କ୍ୟାଣ୍ଟନମେଣ୍ଟ ରୋଡରେ କ୍ୟାଥୋଲିକ ଚର୍ଚ୍ଚରେ ଖ୍ରୀଷ୍ଟମାସ ଉତ୍ସବ ପାଇଁ ପ୍ରସ୍ତୁତି ଚାଲିଛି

ଏକ ଫ୍ୟାନ ମାଧ୍ୟମରେ ଜଣେ କୃଷକ ଧାନ ଉଡାଉ ଥିବାର ଦୃଶ୍ୟ

ଜଣେ ବିକ୍ରେତା ଡ୍ରେସ ଧରି ବିକ୍ରି ନିମନ୍ତେ ରାସ୍ତାରେ ଯାଉଛନ୍ତି