ଓଡ଼ିଶା: ଆଜିର ଫଟୋ (ଅକ୍ଟୋବର ୬, ୨୦୨୦)

କଟକ ଖାନନଗରରେ ଥିବା ହରିଣ ପ୍ରତିମୂର୍ତ୍ତି ରକ୍ଷଣାବେକ୍ଷଣ ଅଭାବରୁ ଭାଙ୍ଗିଯାଇଛି

କଟକ ବକ୍ସିବଜାରରେ ଥିବା ଆଦିମାନବ ପ୍ରତିମୂର୍ତ୍ତିରେ ଗୁଳ୍ମ ମାଡିଯାଇଛି

କଟକ ମହମ୍ମଦିଆନ୍‍ ବଜାର ଜଗନ୍ନାଥ ଲେନ୍‍ ମୁଖ୍ୟ ରାସ୍ତା ବର୍ଷାଜଳରେ ଧୋ‍ଇଯାଇଛି

କଟକ କାଠଯୋଡି ନଦୀତଟରେ ଫିଙ୍ଗାଯାଇଥିବା ଅଳିଆ ଆବର୍ଜନା

କଟକ ରିଙ୍ଗବନ୍ଧ ରାସ୍ତାରେ ପାଇପ୍‌ ବିଛାହେବା ପରେ ସୃଷ୍ଟି ହୋ‍ଇଛି ଗର୍ତ୍ତ