ଓଡ଼ିଶା: ଆଜିର ଫଟୋ (ସେପ୍ଟେମ୍ବର ୮, ୨୦୨୦)

ଓଡ଼ିଶା ଦୁର୍ନୀତି ନିବାରଣ ନିର୍ଦ୍ଦେଶାଳୟ ପ୍ରାଚୀରକୁ ସୌନ୍ଦର୍ଯ୍ୟକରଣ କରାଯାଇଛି

କଟକ କଲେଜ ଛକ ରାସ୍ତା ପାର୍ଶ୍ୱରେ କଣ୍ଢେଇ ବିକୁଥିବା ବ୍ୟବସାୟୀ

କଟକ ଯୋବ୍ରା ବ୍ୟାରେଜ ଫୁଟପାଥରେ ଉଠା ବ୍ୟବସାୟୀଙ୍କ ଲାଗି ଉପୁଜୁଥିବା ଟ୍ରାଫିକ ସମସ୍ୟା