ଓଡ଼ିଶା: ଆଜିର ଫଟୋ (ଅକ୍ଟୋବର ୯, ୨୦୨୦)

କଟକ ପୁରୀଘାଟ ରିଙ୍ଗବନ୍ଧ ରାସ୍ତାରେ ମାଛଧରା ଜାଲକୁ ବ୍ୟକ୍ତିଜଣକ ସଜାଡୁଛନ୍ତି

 

 

ଭୁବନେଶ୍ୱର ସ୍ମାର୍ଟସିଟି ଏବଂ ବିଏମସି ଦ୍ୱାରା ଏକ ସାଇକ୍ଲୋଥନ୍ ପୋଗ୍ରାମ ସାଇକେଲଗିରି ଆୟୋଜିତ

 

 

କଟକ ନୂଆବଜ଼ାର ଫ୍ଲାଏଓ଼ଭର ରାସ୍ତାପାର୍ଶ୍ୱରେ ଉଠିଥିବା ଗୁଳ୍ମ

 

 

ଗୋପବନ୍ଧୁ ଦାସଙ୍କ ଜୟନ୍ତୀ ଅବସରରେ ବିଭିନ୍ନ ସଙ୍ଗଠନ ପକ୍ଷରୁ ପୁଷ୍ପମାଲ୍ୟ ଅର୍ପଣ