ଓଡ଼ିଶା: ଆଜିର ଫଟୋ (ସେପ୍ଟେମ୍ବର ୯, ୨୦୨୦)

କଟକ ବାଲିଯାତ୍ରା ତଳ ପଡ଼ିଆରେ ପିଲାମାନେ ଗୁଡ଼ି ଉଡ଼ାଉଛନ୍ତି

ଦୁର୍ଗା ପୂଜା ପ୍ରସ୍ତୁତି ଆରମ୍ଭ: କଟକ ଉପର ତେଲେଙ୍ଗା ବଜ଼ାର ପୂଜା ମଣ୍ଡପରେ ନିର୍ମାଣ ଚାଲିଛି ମା’ ଦୁର୍ଗାଙ୍କ ପ୍ରତିମା

କଟକ ରେଳଷ୍ଟେସନ ସମ୍ମୁଖ ଫୁଟପାଥରେ ଲୋକମାନେ ବିଶ୍ରାମ ନେଉଛନ୍ତି

ଭୁବନେଶ୍ୱରରେ କୃଷକମାନେ ଜମିରେ ଚାଷ କରୁଛନ୍ତି

ଭୁବନେଶ୍ୱର ଦୟାନଦୀରୁ ମାଛ ଧରୁଛନ୍ତି ମତ୍ସ୍ୟଜୀବି

ଭୁବନେଶ୍ୱର ଉପକଣ୍ଠ ବାଲିକୁଦା ଗ୍ରାମରେ କାଶତଣ୍ଡି ଫୁଲ ସହ ପିଲାମାନେ