ଓଡ଼ିଶା: ଆଜିର ଫଟୋ ( ଜୁଲାଇ ୨୩, ୨୦୨୦)

ଲକ୍‌ଡାଉନରେ ରାଜଧାନୀ ଭୁବନେଶ୍ୱରର ଦୃଶ୍ୟ

ପିପିଲି ବାଇପାସ କଡରେ ଥିବା ଏକ ବିଲରେ ଟ୍ରାକ୍ଟର ସାହାଯ୍ୟରେ ହଳ କରାଯାଉଛି

ରାଜଧାନୀ ଭୁବନେଶ୍ୱର ଆକାଶରେ ଏକ ହେଲିକାପ୍ଟର ଉଡୁଛି

କଟକ ସହରର ବିଭିନ୍ନ ଅଞ୍ଚଳରେ ଭଗ୍ନ ଅବସ୍ଥାରେ ଥିବା ପାନୀୟ ଜଳ ପାଇପ