ଓଡ଼ିଶା: ଆଜିର ଫଟୋ (ସେପ୍ଟେମ୍ବର ୧୯ , ୨୦୨୦)

କଟକ ନରାଜ ଆନିକଟ ଠାରେ ମାଛ ଧରୁଥିବା ଧୀବର

କାଠଯୋଡି ନଦୀ ତଟରେ ଶୋଭା ପାଉଛି କାଶତଣ୍ଡୀ ଫୁଲ

ପ୍ରବଳ ଖରା ହେଉଥିବା ଫଳରେ କଟକର ଚାନ୍ଦିନୀଚୌକ ଠାରେ ଜଣେ ବାଳକ ପାଣିରେ ଗାଧୋଉଥିବାର ଦୃଶ୍ୟ

ଓୟୁଏଟି ରେ ଏକ ଧାନ ବିଲରେ କୃଷକ ମାନେ ଅନା ବନା ଗଛକୁ ଉପାଡୁଛନ୍ତି

ଓୟୁଏଟି କ୍ୟାମ୍ପସ ଭିତରେ ଏକ ପୋଖରୀ ପାଖରେ ବିଦେଶୀ ପକ୍ଷୀ ମାନେ ବସିଛନ୍ତି