ଓଡ଼ିଶା: ଆଜିର ଫଟୋ (ଜୁନ ୨୮, ୨୦୨୧)

ଲକଡାଉନରେ ୟୁନିଟ-୧ ପରିବା ହାଟରେ ଲୋକମାନେ କେହି ସାମାଜିକ ଦୂରତା ମାନୁ ନାହାନ୍ତି

ସହୀଦନଗର ଓଭର ବ୍ରିଜ଼ ଉପରେ ଭସା ବାଦଲ ରେ ଏକ ଉଡ଼ାଜାହାଜ ଯାଉଥିବାର ଦୃଶ୍ୟ

ପୁରୀଘାଟ ଦେବୀଗଡା କାଠଯୋଡି ନଦୀତଟ ବାଲୁକା ଶଯ୍ୟା ଉପରେ ଫୁଟବଲ ଖେଳୁଥିବା ପିଲାମାନେ

ସପ୍ତାହନ୍ତ ସଟଡାଉନ ଖୋଲିବା ପରେ ବାଣୀବିହାର ରସୁଲଗଡ ରୋଡ ରେ ପ୍ରବଳ ଭିଡ