ଓଡ଼ିଶା: ଆଜିର ଫଟୋ (ଜୁଲାଇ ୨୫, ୨୦୨୧)

ସପ୍ତାହନ୍ତ ସଟଡାଉନ ଫଳରେ ବସ ଗୁଡିକ ଭୁବନେଶ୍ୱରର ବରମୁଣ୍ଡା ବସଷ୍ଟାଣ୍ଡ ରେ ଛିଡାହୋଇଛନ୍ତି

ଶିଖରପୁର ରେଲୱେ ବ୍ରିଜତଳେ ମହାନଦୀରେ ପ୍ରବାହିତ ବନ୍ୟା ଜଳ ମଧ୍ୟରେ ମାଛ ଧରୁଥିବା ଧୀବର

ଭୁବନେଶ୍ୱରର ନୟାପଲ୍ଲୀ ରୋଡ୍ କଡରେ ଏକ ଛତା ପାଇଁ ପୋଲିସ୍ ଗାଡି ଛିଡା ହୋଇ ଛତା କିଣୁଛନ୍ତି


ପିମଜି ରୋଡ ରେ ଜଣେ ମହିଳା ତାର ଚୋଟଛୁଆକୁ ହାତରେ ଧରି ଯାଉଛି