ଓଡ଼ିଶା: ଆଜିର ଫଟୋ (ଅଗଷ୍ଟ ୨, ୨୦୨୧)

ଲକଡାଉନ ନିଅମ କୋହଳ ହେବା ପରେ ଫରେଷ୍ଟ ପାର୍କ ଖୋଲିଲା

ଭୁବନେଶ୍ୱର ଜୟଦେବ ବିହାର ଆକାଶରେ ଇନ୍ଦ୍ରଧନୁର ଝଲକ

ବର୍ଷା ହେବା ଫଳରେ ରସୁଲଗଡ ଠାରୁ ବମିଖାଲ ରାସ୍ତାରେ ପ୍ରବଳ ପାଣି ଜମି ରହିଛି

ଭୁବନେଶ୍ୱର ର କଳ୍ପନା ଛକ ରାଜ୍ୟ ସଂଗ୍ରହାଳୟ ବନ୍ଦ