ଓଡ଼ିଶା: ଆଜିର ଫଟୋ (ଅଗଷ୍ଟ ୧୨, ୨୦୨୧)

ଶ୍ରୀମନ୍ଦିର ଆକାଶରେ ସୂର୍ଯ୍ୟଙ୍କୁ ଘୋଟିଯାଇଛି କଳାବାଦଲ

ଭୁବନେଶ୍ୱରର ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ବିଶ୍ୱ ହାତୀ ଦିବସ ପାଳନ

କଟକସ୍ଥିତ ରାଜବାଗୀ ମ୍ୟୁନିସିପାଲିଟି ହାଇସ୍କୁଲ ଖେଳ ପଡିଆରେ ବର୍ଷା ଜଳ ଅଟକି ରହିଛି

କଲେଜ ଛକରେ ଏକ ରାକ୍ଷୀ ଦୋକାନରୁ ଜଣେ ଝିଅ ରାକ୍ଷୀ କିଣୁଛନ୍ତି

ଫଳବିକ୍ରେତା ମାନେ କଟକର ବ୍ୟସ୍ତବହୁଳ ରାସ୍ତାରେ ଦୋକାନ ସ୍ଥାପନ କରି ଟ୍ରାଫିକ ବ୍ୟବସ୍ତା ରେ ବିଶୃଙ୍ଖଳା ସୃଷ୍ଟି କରୁଛନ୍ତି