ଓଡ଼ିଶା: ଆଜିର ଫଟୋ (ଅଗଷ୍ଟ ୨୬, ୨୦୨୧)

ଭୁବନେଶ୍ୱରର ମାଷ୍ଟର କ୍ୟାଣ୍ଟିନ ଛକରେ ତାରିଣୀ ମନ୍ଦିରରେ ଦିଆଯାଇଥିବା ନଡ଼ିଆ କୁ ଏକ ଟ୍ରକରେ ବୋଝେଇ କରି ନିଆଯାଉଛି

ଛାତ୍ରୀଛାତ୍ରମାନେ ଜେଇ ମେନ ୨୦୨୧ ପରୀକ୍ଷା ହେବା ପରେ ଭୁବନେଶ୍ୱରର ଏକ ପରୀକ୍ଷା କେନ୍ଦ୍ରରୁ ବାହାରକୁ ଆସୁଛନ୍ତି