ଓଡ଼ିଶା: ଆଜିର ଫଟୋ (ସେପ୍ଟେମ୍ବର ୧୨, ୨୦୨୧)

ଭୁବନେଶ୍ୱରର ଶିଶୁଭବନ ଛକ ଏବଂ ବିମାନବନ୍ଦର ରାସ୍ତା ମଧ୍ୟରେ ପ୍ରବଳ ବର୍ଷାପାଣି

ଭୁବନେଶ୍ୱର ଜନପଥରେ ଜମିରହିଥିବା ବର୍ଷାପାଣି

କଟକର ବାଦାମବାଡି ରାସ୍ତାରେ ଲଘୁଚାପର ବର୍ଷା ହେବାରୁ ରାସ୍ତାଘାଟ ଶୂନଶାନ ଲାଗୁଛି

କଟକ ଠାରେ ଜୋବ୍ରା ଆନିକଟ ଦେଇ ପ୍ରବାହିତ ଗୋଳିଆ ପାଣି

ଭୁବନେଶ୍ୱରର କୁଆଖାଇନଦୀ ନିକଟରେ ବିଏମସି ଦ୍ୱାରା ପ୍ରସ୍ତୁତ ପୋଖରୀରେ ଭଗବାନ ଗଣେଶଙ୍କ ମାଟି ପ୍ରତିମା ବିସର୍ଜନ କରାଯାଉଛି