ଓଡ଼ିଶା: ଆଜିର ଫଟୋ (ସେପ୍ଟେମ୍ବର ୧୩, ୨୦୨୧)

ଲଗାତାର ବର୍ଷା ଫଳରେ କଟକ ସ୍ଥିତ ବିଭିନ୍ନ ଅଞ୍ଚଳରେ ବନ୍ୟା ପରି ପରିସ୍ଥିତି ସୃଷ୍ଟି କରିଛି

ଏକ ଗଛର ଭଙ୍ଗା ଶାଖା ଭୁବନେଶ୍ୱରର ଏଜି ସ୍କୋୟାର ରୁ ରାଜମହଲ ସ୍କୋୟାରରେ ଯିବା ବାଟରେ ପଡ଼ିଥିବାରୁ ଯାନବାହାନ ଯିବାରେ ବାଧାପ୍ରାପ୍ତ ହେଉଛି

ପ୍ଲାଷ୍ଟିକ ଏବଂ ରାସ୍ତାରେ ପଡିଥିବା ବର୍ଜ୍ୟବସ୍ତୁକୁ ପଶୁମାନେ ଖାଉଛନ୍ତି କାରଣ ବିଏମସି ଅଧିକାରୀମାନେ ଅଳିଆସଫା କରିବା ପ୍ରତି ଧ୍ୟାନଦେଉନାହାନ୍ତି