ଓଡ଼ିଶା: ଆଜିର ଫଟୋ (ସେପ୍ଟେମ୍ବର ୧୬, ୨୦୨୧)

ପିଲାମାନେ ଭୁବନେଶ୍ୱରର କୋଚିଳାଇ ହାଟରେ ଏକ ଭଙ୍ଗା ଦୁଇ ଚକିଆ ଯାନକୁ ଠେଲି ଠେଲି ନେଉଛନ୍ତି

ମତ୍ସ୍ୟଜୀବୀମାନେ କଟକସ୍ଥିତ ନରାଜ ଆନିକଟରେ ମାଛ ଧରୁଥିବାର ଦୃଶ୍ୟ

ଗ୍ରାହକମାନେ ଭୁବନେଶ୍ୱରରେ ଭଗବାନ ବିଶ୍ୱକର୍ମାଙ୍କ ମୄତି କିଣିବାକୁ ଧାଡ଼ି ବାନ୍ଧିଛନ୍ତି

କଟକର ନରାଜ ଆନିକଟ ଦେଇ ପ୍ରବାହିତ ହେଉଥିବା ବନ୍ୟା ଜଳ