ଓଡ଼ିଶା: ଆଜିର ଫଟୋ (ସେପ୍ଟେମ୍ବର ୨୦, ୨୦୨୧)

ଭୁବନେଶ୍ୱରରେ ଲଘୁଚାପ ଜନିତ ବର୍ଷା ଯୋଗୁ ରସୁଲଗଡ ଠାରୁ ମଞ୍ଚେଶ୍ୱର ରାସ୍ତା ର ଦୃଶ୍ୟ

ବାରବାଟୀଦୁର୍ଗ ପାର୍ଶ୍ୱରେ ଥିବା ପୋଖରୀରୁ ଦଳ ଉଦ୍ଧାରକାର୍ଯ୍ୟ ଚାଲିଛି

ଶିଳ୍ପୀ କୁମ୍ଭାରସାହି ଅଞ୍ଚଳରେ ମାଦୂର୍ଗା ମୁର୍ମୟୀ ପ୍ରତିମାଙ୍କ ମୁଖ ପ୍ରସ୍ତୁତ କରୁଥିବା ଶିଳ୍ପୀ

ଉନ୍ମୁକ୍ତ ଅବସ୍ଥାରେ ଥିବା ନର୍ଦମା ଜଳ ନିଷ୍କାସନ ନାଳ