ଓଡ଼ିଶା: ଆଜିର ଫଟୋ (ସେପ୍ଟେମ୍ବର ୨୭, ୨୦୨୧)

ଚାଷୀ ଆଇନ ବିରୁଦ୍ଧରେ ବିଭିନ୍ନ କୃଷକ ସଙ୍ଗଠନ ଆହ୍ୱାନ କରିଥିବା ଭାରତ ବନ୍ଦ ଯୋଗୁଁ ବ୍ରହ୍ମପୁର ବସଷ୍ଟାଣ୍ଡ ରେ ଯାତ୍ରୀମାନେ ବସିଛନ୍ତି ଏବଂ ବସଗୁଡିକ ଛିଡାହୋଇଛି

କଟକରେ ଭାରତ ବନ୍ଦ ଯୋଗୁ ଦୋକାନ ବଜାର ବନ୍ଦ ଏବଂ ରାସ୍ତା ଘାଟ ଶୂନଶାନ ଅନୁଭୂତ ହେଉଛି

କୃଷକମାନଙ୍କୁ ଭାରତ ବନ୍ଦ ଡାକରା ଦେଇଥିବା କାରଣରୁ ମୋବସ୍ ମାଷ୍ଟରକ୍ୟାଣ୍ଟିନ ଠାରେ ଛିଡା ହୋଇରହିଛି

କଟକ ରେଳଷ୍ଟେସନ ଭାରତ ବନ୍ଦ ଯୋଗୁଁ ଶୂନଶାନ ଅନୁଭୂତ ହେଉଛି