ଓଡ଼ିଶା: ଆଜିର ଫଟୋ (ଅକ୍ଟୋବର ୧୪, ୨୦୨୧)

ନୟାପଲ୍ଲୀ ଦୁର୍ଗାପୂଜା ମଣ୍ଡପଠାରେ ଦେବୀ ମା ଦୁର୍ଗାଙ୍କର ନବମୀ ପୂଜା ହେଉଛି

ପୂଜା ଅବସର ରେ ପୁରୀ ବେଳାଭୂମି ର ମଜାନେଉଛନ୍ତି ପର୍ଯ୍ୟଟକ

ଖାନଗର ମଳଚଣ୍ଡିଆଛକ ରାସ୍ତାକଡରେ ବାଉଁଶଜାତ ଗୃହଉପକରଣ ସାମଗ୍ରୀ ବିକ୍ରୟ ପାଇଁ ବସିଥିବା ଉଠାବ୍ୟବସାୟୀ ଙ୍କୁ ପୋଲିସ ଉଠାଉଛନ୍ତି