ଓଡ଼ିଶା: ଆଜିର ଫଟୋ (ଅକ୍ଟୋବର ୧୭, ୨୦୨୧)

ଭୁବନେଶ୍ୱରରେ ଲଘୁଚାପ ଜନିତ ବର୍ଷା

ପୁରୀ ମଙ୍ଗଳା ଘାଟ ଅସ୍ଥାୟୀ ପୋଖରୀ ରେ ମା ଙ୍କୁ ବିଦାୟ ଦିଆଯାଇଛି

କୁମ୍ଭାରସାହି ଅଞ୍ଚଳରେଗଜଲକ୍ଷ୍ମୀ ମୁର୍ମୟୀ ପ୍ରତିମାଙ୍କୁ ରଙ୍ଗ ତୁଳିରେ ଶେଷସ୍ପର୍ଶ ଦେଉଥିବା ଶିଳ୍ପୀ

ପୁରୀଘାଟ ରିଙ୍ଗରାସ୍ତା ଫୂଟପାଥ ଉପରେ ବାଉଁଶଜାତ ଗୃହଉପକରଣ ସାମଗ୍ରୀ କିଣୁଥିବା ଗ୍ରାହକ