ଓଡ଼ିଶା: ଆଜିର ଫଟୋ (ଅକ୍ଟୋବର ୨୫, ୨୦୨୧)

କାର୍ତ୍ତିକ ମାସ ପ୍ରଥମ ସୋମବାରରେ ବିଭିନ୍ନ ଶୈବ ପୀଠରେ ପୂଜର୍ଚ୍ଚନା ସହ ଭକ୍ତଙ୍କ ଦର୍ଶନ ପାଇଁ ଭିଡ଼

କରୋନା କୁ ଦୃଷ୍ଟିରେ ରଖି ଧବଳେଶ୍ଵର ମନ୍ଦିରରେ ଧାରା -୧୪୪ ଲାଗିବା ଫଳରେ ଝୁଲାପୋଲ ଜନ ଶୂନ୍ୟ

ଓଡିଶାରେ ପ୍ରାୟ ୧୯ ମାସ ପରେ ଅଷ୍ଟମ ଶ୍ରେଣୀ ଛାତ୍ରୀମାନଙ୍କ ପାଇଁ କ୍ଲାସ୍ ଆରମ୍ଭ ହୋଇଛି

କାର୍ତ୍ତିକ ମାସର ପ୍ରଥମ ସୋମବାର ଦିନ ଲିଙ୍ଗରାଜ ମନ୍ଦିର ତଥା ଏହାର ଆଖପାଖରେ ବହୁ ସଂଖ୍ୟାରେ ଜନସମାଗମ ଦେଖିବାକୁ ମିଳିଥିଲା