ଓଡ଼ିଶା: ଆଜିର ଫଟୋ (ଅକ୍ଟୋବର ୩୧, ୨୦୨୧)

ଶ୍ରୀ ଜଗନ୍ନାଥ ହେରିଟେଜ୍ କରିଡର ପାଇଁ ପୁରୀରେ ଉଛେଦ କାର୍ଯ୍ୟ ଚାଲିଛି

ଆଗକୁ ମା ଶ୍ୟାମାକାଳୀ ପୂଜା କଟକସ୍ଥିତ ରାଣୀହାଟ ମଣ୍ଡପଠାରେ ଜଣେ କଳାକାର ମାଟି ପ୍ରତିମାକୁ ଶେଷ ସ୍ପର୍ଶ ଦେଉଛନ୍ତି

କଟକସ୍ଥିତ ଜେଏନ୍ ଇନଡୋର ଷ୍ଟାଡିୟମରେ ଓଡିଶା ରାଜ୍ୟ ଟେବୁଲ୍ ଟେନିସ୍ ଚାମ୍ପିଅନସିପ୍ ଦିନ ୩ ମ୍ୟାଚ୍ ଚାଲିଛି