ଓଡ଼ିଶା: ଆଜିର ଫଟୋ (ଜାନୁଆରୀ ୧୩, ୨୦୨୧)

ପୋଙ୍ଗଲ ପର୍ବ ଅବସରରେ ପୂଜାର୍ଚ୍ଚନା କରୁଛନ୍ତି କଟକ ଦୀୱାନ ବଜାର ତେଲୁଗୁ ସାହିର ତେଲୁଗୁ ସମ୍ପ୍ରଦାୟ ଲୋକମାନେ

ଘନ କୁହୁଡିରେ କଟକ ସ୍ଥିତ ଓଡ଼ିଶା ହାଇକୋର୍ଟ ପରିସରରେ ଶୋଭା ପାଉଛି ଜାତୀୟ ପତାକା

ଷ୍ଟେଟ୍‍ ଭ୍ୟାକ୍ସିନ୍‍ ଷ୍ଟୋର୍‌ରୁ କୋଭିଡ୍‍ ଟିକା ବିଭିନ୍ନ ଜିଲା ଅଭିମୁଖେ ନିଆଯାଉଛି

ମକର ସଂକ୍ରାନ୍ତି ଉପଲକ୍ଷେ କଟକ ନୟାସଡକ ଛକରେ ଗୁଡି କିଣୁଛନ୍ତି ଗ୍ରାହକ