ଓଡ଼ିଶା: ଆଜିର ଫଟୋ (ସେପ୍ଟେମ୍ବର ୧୩, ୨୦୨୦)

ଭୁବନେଶ୍ୱରରେ ବର୍ଷା

ଭୁବନେଶ୍ୱରର ସହିଦ ନଗର ଆକାଶ ଉପରେ ଘନ ମେଘ ଖଣ୍ଡ ଆକାଶରେ ବୁଲୁଛି

ନିଟ ପରୀକ୍ଷାର୍ଥୀ ମାନେ ସାମାଜିକ ଦୂରତା ବଜାୟ ରଖି ଭୁବନେଶ୍ୱରର କେଭି-୧ ରେ ପରୀକ୍ଷା କେନ୍ଦ୍ରରେ ପ୍ରବେଶ କରୁଛନ୍ତି

ମା ଝାଞ୍ଜିରୀମଙ୍ଗଳା ଙ୍କ ସରସ୍ୱତୀ ବେସ

ମା ବସନ୍ତୀ ଦୁର୍ଗାଙ୍କ ଭୁବନେଶ୍ୱରୀ ବେସ