ଓଡ଼ିଶା: ଆଜିର ଫଟୋ (ନଭେମ୍ବର ୧୮, ୨୦୨୧)

କାର୍ତ୍ତିକ ପୂର୍ଣ୍ଣିମା ପୂର୍ବରୁ ଗ୍ରାହକମାନେ ଭୁବନେଶ୍ୱରର ଏକ ବଜାରରେ ଡଙ୍ଗା କିଣୁଛନ୍ତି

ଜଣେ ବ୍ୟକ୍ତି କଟକର ରାଣୀହାଟ ବ୍ରିଜ ଉପରେ ବସି କଦଳୀ ବାହୁଙ୍ଗା ରେ ଡଙ୍ଗା ପ୍ରସ୍ତୁତ କରୁଛନ୍ତି

ଜଣେ ବ୍ୟକ୍ତି ‘ମାଣବସା ଗୁରୁବାର’ ଆଗରୁ ଭୁବନେଶ୍ୱରର ଏକ ବଜାରରୁ ଧାନ କେଣ୍ଡା କିଣୁଛନ୍ତି

ଝିଅ ମାନେ ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିର ସମ୍ମୁଖରେ ଭଗବାନ ଶିବଙ୍କ ରଙ୍ଗୋଲି ତିଆରି କରୁଛନ୍ତି