ଓଡ଼ିଶା: ଆଜିର ଫଟୋ (ନଭେମ୍ବର ୨୧, ୨୦୨୧)

ଶ୍ରୀକ୍ଷେତ୍ରରେ ଶ୍ରୀମନ୍ଦିର ଐତିହ୍ୟ କରିଡ଼ର ପାଇଁ ଗଜପତି ମହାରାଜ ଶ୍ରୀନହରରେ ଗୁଆ ଟେକି କାର୍ଯ୍ୟର ଶୁଭାରମ୍ଭ କରୁଛନ୍ତି

ଛାଡଖାଇ ଉପଲକ୍ଷେ ଭୁବନେଶ୍ୱରରେ ମାଛ, ମାଂସ କିଣିବାପାଇଁ  ପ୍ରବଳ ଭିଡ

ଭୁବନେଶ୍ୱରରୁ କୋଣାର୍କ ମୋଟରସାଇକେଲ ରାଲି