ଓଡ଼ିଶା: ଆଜିର ଫଟୋ (ଡ଼ିସେମ୍ବର ୬, ୨୦୨୧)
କଟକ ତାଳଦଣ୍ଡା କେନାଲରୁ ମାଛ ଧରିବା ପରେ
ଯୋବ୍ରା ଆନିକଟ ମହାନଦୀ ଜଳରାଶିରେ ଥିବା ପଥରଖଣ୍ଡ ଉପରେ ବସିଥିବା ପାଣିକୁଆ
ରାଣୀହାଟ ସ୍ଥିତ ହିନ୍ଦ ସିନେମାହଲ ଭାଙ୍ଗି ଦିଆଯିବାପରେ ଭଗ୍ନାବଶେଷ ମଧ୍ୟରୁ ଇଟା ଓ ଲୁହାରଡ଼ ପିଲାଙ୍କୁ ଧରି ସଂଗ୍ରହ କରୁଥିବା ଲୋକେ
ବାରବାଟୀଦୁର୍ଗର ସୌନ୍ଦର୍ଯ୍ୟ ପାଇଁ ଦୁର୍ଗପାର୍ଶ୍ୱରେ ଥିବା ପାରିଖ ମଧ୍ୟରୁ ଦଳ ସଫା କରାଯାଉଛି